ସେପ୍ଟେମ୍ୱର ରେ ଭାରତ ସହିତ ୱେଷ୍ଟଇଣ୍ଡିଜ ର ମୁକାବିଲା ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । ଭାରତ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ମ୍ୟାଚ୍ ର ସିଧା ପ୍ରସାରଣ DD ରେ ହେବାକୁ ଥିବା ବିଶେଷ ସୂତ୍ର ରୁ ଜଣାଯାଇଛି ।